Author: Ayesha Debnath

ଆମୀର ଖାନଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି । ପ୍ରଶଂସକମାନେ ଆମୀରଙ୍କ ଆଗାମୀ ଫିଲ୍ମକୁ ହୃଦୟରୁ ଅପେକ୍ଷା କରିଛନ୍ତି । ସୁପରଷ୍ଟାରଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଏହି ଚଳଚ୍ଚିତ୍ର ସହିତ ହେଉଛି । କିନ୍ତୁ ଇତି ମଧ୍ୟରେ ଆମୀର ଏମିତି ଏକ ବୟାନ ଦେଇଛନ୍ତି ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ସୁପରଷ୍ଟାର ଅମୀର ଖାନ ତାଙ୍କ ଶେଷ ଫିଲ୍ମ ‘ଲାଲ ସିଂ ଚଢ଼ା’ ପରଠାରୁ ଫିଲ୍ମ ପରଦାରୁ ଦୂରେଇ ରହିଛନ୍ତି । ତେବେ ଆମୀର ନିଜର ଆଗାମୀ ଫିଲ୍ମରେ ଲଗାତାର କାମ କରୁଛନ୍ତି । ଏବେ ପ୍ରଶଂସକମାନେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି। ପ୍ରତ୍ୟାବର୍ତ୍ତନ ସହିତ ଆମୀର ଖାନ୍ ଏବେ ଫିଲ୍ମ ନିର୍ମାଣ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସନି ଦେଓଲଙ୍କ ସହ ଆମୀର ମଧ୍ୟ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଇତି ମଧ୍ୟରେ ଆମୀର ଖାନଙ୍କ ଏକ ବୟାନ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ନିକଟରେ…

Read More