Author: Ayesha Debnath

ବଲିଉଡ୍ ଷ୍ଟାର ଭିକି କୌଶଲ ଜଣେ ଫିଟନେସ୍ ଫ୍ରିକ୍। ନିଜକୁ ଫିଟ୍ ରଖିବା ପାଇଁ ସେ ଜିମ୍ ରେ ପ୍ରବଳ ଝାଳ ବୋହିଥାନ୍ତି। ଗତ କିଛି ବର୍ଷ ମଧ୍ୟରେ ସେ ଏକ ମଜଭୁତ ଶରୀର ଗଠନ କରିଛନ୍ତି। ସେ ଅନେକ ସମୟରେ ଜିମ୍ ରେ ବ୍ୟାୟାମ କରୁଥିବାର ଭିଡିଓ ଓ ଫଟୋ ସେୟାର କରିଥାନ୍ତି। ଏବେ ବିକି କୌଶଲ ସୋସିଆଲ ମିଡିଆରେ ନିଜର ନୂଆ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ୱାର୍କଆଉଟ କରୁଥିବାର ନଜର ଆସିଛନ୍ତି । ଭିକି କୌଶଲ ଇନଷ୍ଟା ଷ୍ଟୋରୀରେ ଏକ ଭିଡିଓ କରିଛନ୍ତି, ଯେଉଁଥିରେ ସେ ପୁଲ ଅପ୍ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ବିକି କୌଶଲ ଧଳା ରଙ୍ଗର ସ୍ଲିଭ୍ଲେସ୍ ଟି-ସାର୍ଟ ସହ କଳା ସ୍ୱେଟ୍ ପ୍ୟାଣ୍ଟ ଏବଂ ବେସ୍ ବଲ୍ କ୍ୟାପ୍ ପିନ୍ଧିଥିବାର ଦେଖିବାକୁ ମିଳିଛି। ଅଭିନେତା ଫ୍ରେମକୁ ଆସିବା ମାତ୍ରେ ସେ ୧୦ରୁ ଅଧିକ ପୁଲଅପ୍ କରନ୍ତି ଏବଂ ପରେ…

Read More