Author: Ayesha Debnath

ଆଜିର ସମୟରେ ଫୋନ ବିନା ଜୀବନ କଳ୍ପନା କରିବା ଅସମ୍ଭବ। ଛୋଟ ହେଉ କି ବଡ଼ ସମସ୍ତଙ୍କ ହାତରେ ଫୋନ ରହିଥାଏ।  ଦିନର ୨୪ ଘଣ୍ଟା ମଧ୍ୟରୁ ୧୦ ରୁ ୧୨ ଘଣ୍ଟା ସମସ୍ତେ ଫୋନରେ ବ୍ୟତୀତ କରିଥାନ୍ତି। ସମୟ କ୍ରମେ ସବୁ ଜିନିଷର ଚାହିଦା ବଢିବା ସହ ତାର ଦର ମଧ୍ୟ ବଢ଼ିବାରେ ଲାଗିଛି। ଯଦି ଆପଣ ମାତ୍ର ୩୦,୦୦୦ ଟଙ୍କା ଭିତରେ ଫୋନ କିଣିବାକୁ ଚାହୁଁଛନ୍ତି, ତେବେ ଦେଖନ୍ତୁ ଏହି ତାଲିକା… Vivo T3 Ultra Vivo T3 Ultra 5G ରେ 1.5K ରେଜୋଲୁସନ (2800 x 1260) ସହିତ 6.78-ଇଞ୍ଚର ଡିସପ୍ଲେ ରହିଛି। ଏହାର ସ୍କ୍ରିନ୍ 120Hz ହୋଇଥିବା ବେଳେ 1.07 ବିଲିୟନ ରଙ୍ଗ ଦେଖେଇବାରେ ସକ୍ଷମ ଅଟେ। ଆଣ୍ଡ୍ରଏଡ୍ 14 ଉପରେ ଆଧାର କରି ଫୋନ୍ ଫଣ୍ଟୁଚ୍ OS 14ରେ ତିଆରି କରାଯାଇଛି। ଏକ ଡୁଆଲ୍ କ୍ୟାମେରା ସେଟଅପ୍, ଅପ୍ଟିକାଲ୍ ଇମେଜ୍ ସ୍ଥିରତା ସହିତ…

Read More