Author: Ayesha Debnath

ଶୀତଦିନେ କରମଙ୍ଗା ଖାଇବା ଦ୍ୱାରା ଥଣ୍ଡା ଓ ଜ୍ୱରରୁ ମୁକ୍ତି ମିଳିଥାଏ। ବଜାରରେ ଏହା ୨୦ ଟଙ୍କା ପ୍ଲେଟରେ ମିଳୁଛି, କିନ୍ତୁ ରାସ୍ତା କଡ଼ କାଟିବାରୁ ଦୂରେଇ ରୁହନ୍ତୁ। ପରିଷ୍କାର ପରିଚ୍ଛନ୍ନତା ସହିତ ଏହାର ସେବନ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଶୀତଦିନେ ବଜାରରେ ବଢ଼ିଥାଏ କରମଙ୍ଗା ଫଳର ଚାହିଦା। ଶୀତ ଋତୁ ଆରମ୍ଭ ହେବା ମାତ୍ରେ ବଜାରରେ କଞ୍ଚା ଓ ପାଚିଲା କରମଙ୍ଗା (ଷ୍ଟାରଫ୍ରୁଟ୍ ) ବହୁ ମାତ୍ରାରେ ଦେଖିବାକୁ ମିଳୁଛି। କରମଙ୍ଗା ପଷ୍ଟ ମଧ୍ୟ ଅନେକ ଫଳ ଦୋକାନରେ ବିକ୍ରି ହେଉଛି। ଏହି ଫଳ ସ୍ୱାସ୍ଥ୍ୟ ପାଇଁ ବହୁତ ଲଭଦାୟକ ବୋଲି ବିବେଚନା କରାଯାଏ । ଥଣ୍ଡା ଓ ଜ୍ୱରରୁ ମୁକ୍ତି ପାଇଁ ଦେଶୀ ରେସିପି କରମଙ୍ଗା ଶୀତ ଋତୁରେ ଖାଇବା ଦ୍ୱାରା ଥଣ୍ଡା ଓ ଜ୍ୱର ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ବିଶେଷ କରି ଥଣ୍ଡା ଓ ପରିବର୍ତ୍ତିତ ପାଣିପାଗ ସମୟରେ ଏହା ଶରୀରକୁ ଅନେକ…

Read More