Author: Ayesha Debnath

ପ୍ରକୃତି ବହୁତ ନିଆରା। ଏଥିରେ ଲୁଚି ରହିଛି ଅନେକ ରହସ୍ୟ। ଏହା ଯେତେ ଆକର୍ଷଣୀୟ ସେତେ ହି ରଙ୍ଗୀନ। ଆମେ ଦୁନିଆରେ ଥିବା ସମସ୍ତ ରଙ୍ଗକୁ ଦେଖିପାରୁ। ଦୁନିଆର ପ୍ରତ୍ୟେକ ରଙ୍ଗୀନ ଜିନିଷ ଦେଖିବା ସହ ସେଥିରେ ଥିବା ସୌନ୍ଦର୍ଯ୍ୟକୁ ମଧ୍ୟ ଅନୁଭବ କରିଥାଉ। କିନ୍ତୁ ଆପଣ ଜାଣନ୍ତି କି ପଶୁମାନଙ୍କ କ୍ଷେତ୍ରରେ ଏହା ନୁହେଁ । ତେବେ ସେମାନେ ପ୍ରକୃତିକୁ କେଉଁ ରଙ୍ଗରେ ଦେଖିଥାନ୍ତି ? ନିଶ୍ଚୟ ଆପଣମାନଙ୍କ ମନରେ ଏହି ପ୍ରଶ୍ନ ଆସିଥିବ । ପଶୁମାନେ ବିଭିନ୍ନ ରଙ୍ଗକୁ ଦେଖିବା ପାଇଁ ସକ୍ଷମ ନୁହଁନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିଭିନ୍ନ ପ୍ରାଣୀ ଜଗତକୁ ବିଭିନ୍ନ ରଙ୍ଗରେ ଦେଖନ୍ତି । ଉଦାହରଣସ୍ୱରୂପ, ବିଲେଇ ଏବଂ କୁକୁରମାନଙ୍କର ଆଖିରେ ଦୁଇ ପ୍ରକାରର ଝିଲ୍ଲୀ ରହିଛି, ଯାହା ନୀଳ ଏବଂ ସବୁଜ ଆଲୋକ ପ୍ରତି ସମ୍ବେଦନଶୀଳ ହୋଇଥାଏ । ସେଥିପାଇଁ ସେମାନଙ୍କ ପାଇଁ ପ୍ରତ୍ୟେକ ଜିନିଷ ନୀଳ ଏବଂ…

Read More