Author: Ayesha Debnath

ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡର ବେଶ ଲୋକପ୍ରିୟ ନାୟିକା ଏଲିନା। ଓଲିଉଡର ଆଗଧାଡ଼ିର ନାୟିକ ଏଲିନା ସାମନ୍ତରାୟ ନିଜ ଅଭିନୟରେ ସମସ୍ତ ଫ୍ୟାନ୍ସମାନଙ୍କ ମନରେ ରାଜ କରନ୍ତି। ତାଙ୍କ ବିବାହର ଫୋଟୋ ଗୁଡିକ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଦୀର୍ଘ ଦିନ ଧରି ଭୁବନେଶ୍ୱର ଯୁବ ବ୍ୟବସାୟୀ ଅନୁରାଗ ପଣ୍ଡାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ଏଲିନା। ନଭେମ୍ବର ୧୭ ତାରିଖ ରବିବାର ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଧିବଦ୍ଧଭାବେ ବିବାହ କରିଛନ୍ତି ଦୁହେଁ। ନିଜ ପ୍ରେମ ସମ୍ପର୍କକୁ ଆଉ ଏକ ନାମ ଦେଇଛନ୍ତି ଏଲିନା। ଏହି ବିବାହ ଉତ୍ସବରେ ଦୁଇ ପରିବାରର ନିକଟସ୍ଥ ସମ୍ପର୍କୀୟ ଉପସ୍ଥିତ ରହିଥିଲେ । ଦୁଇ ପରିବାରର ବିବାହରେ ବେଶ୍‍ ଖୁସି ଥିବା ସହ ଦୁହିଁଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି। ଏନେଇ ଏଲିନା ନିଜେ ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି। ପୂର୍ବରୁ…

Read More