Author: Ayesha Debnath

ସାଧାରଣତଃ ଶୀତ ଦିନ ଆସିଲେ ହିଁ କେଶରେ ରୂପି ବା ଡାଣ୍ଡ୍ରଫ ସମସ୍ୟା ଦେଖାଯାଏ। ମୁଣ୍ଡରେ ରୂପି ବା ଡାଣ୍ଡ୍ରଫ ରହିବା ଦ୍ୱାରା କେଶ ଝଡ଼ିବା ସହ ମୁଣ୍ଡ ଜଲ୍ଦି ମଇଳା ହୋଇଯାଏ। ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବଜାରରୁ ଅନେକ ଶାମ୍ପୁ ଓ ତେଲ ବ୍ୟବହାର କରିଥାଉ। ରୂପି ସମସ୍ୟାର ଚିକିତ୍ସା ଏବଂ ସଠିକ୍ କେଶ ଯତ୍ନ ପାଇଁ କିଛି ପ୍ରାକୃତିକ ଉତ୍ପାଦନ ବ୍ୟବହାର କରିବା ଉଚିତ୍ । ଏହାସହ ସୁସ୍ଥ ସନ୍ତୁଳିତ ଖାଦ୍ୟ ଏବଂ ଶାରୀରିକ ବ୍ୟାୟାମ ସହିତ ଜୀବନଶୈଳୀକୁ ପରିବର୍ତ୍ତନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରେ । ଆସନ୍ତୁ ଜାଣିବା, କିପରି କିଛି ପ୍ରାକୃତିକ ତଥା ଘରୋଇ ଉପଚାର ସହାୟତାରେ ଏହି ସମସ୍ୟାକୁ ଦୂର କରାଯାଇପାରିବ… ପ୍ରଥମ ଉପାୟ  ପ୍ରଥମେ ରାତିରେ ମେଥିକୁ ଭିଜେଇ ରଖନ୍ତୁ। ସକାଳେ ତାକୁ ପେଷ୍ଟ କରି ସେଥିରେ ଦହି, ଅଲିଭ ତେଲ ଦେଇ ଭଲ ଭାବରେ…

Read More