Author: Ayesha Debnath

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଏ ଆର ରେହମାନ୍‌ଙ୍କୁ କିଏ ନ ଜାଣେ। ବହୁବର୍ଷ ଧରି ସେ ସେନେମା ଜଗତରେ ରାଜ କରି ଆସୁଛନ୍ତି। ହେଲେ ନିକଟରେ ଏ ଆର୍ ରେହମାନଙ୍କ ପତ୍ନୀ ସାଇରା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ନେଇ ସ୍ୱାମୀ-ସ୍ତ୍ରୀ ମିଳିତ ଭାବରେ ଘୋଷଣା କରିଛନ୍ତି। ସାଇରା ବାନୁ ବିବାହର ୨୯ ବର୍ଷ ପରେ ଛାଡପତ୍ର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏହି ଦମ୍ପତିଙ୍କର ତିନୋଟି ସନ୍ତାନ, ଗୋଟିଏ ପୁଅ ଆର୍ ଅମିନ ଏବଂ ଦୁଇ ଝିଅ ଖାତିଜା ରେହମାନ ଏବଂ ରହୀମା ରେହମାନ । ପ୍ରସିଦ୍ଧ ସଂଗୀତ କମ୍ପୋଜର ଏବଂ ତାଙ୍କ ପତ୍ନୀ ସାଇରାଙ୍କ ଅଲଗା ହେବାର ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବର୍ତ୍ତମାନ ଏଆର୍ ରହମାନ ଛାଡପତ୍ର ଉପରେ ନୀରବତା ଭାଙ୍ଗିଛନ୍ତି। ଏହାକୁ ନେଇ ସେ ଟ୍ୱିଟ କରି କହିଛନ୍ତି ଯେ, “ଆମେ ଗ୍ରାଣ୍ଡ ତିରିଟିରେ ପହଞ୍ଚିବାକୁ ଆଶା…

Read More