Author: Ayesha Debnath

ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ହେଉଛି ଏକ ମାଗଣା ୱେବ୍ ବ୍ରାଉଜର୍ ଯାହା ଇଣ୍ଟରନେଟ୍ ପ୍ରବେଶ ଏବଂ ୱେବ୍ ଆଧାରିତ ପ୍ରୟୋଗଗୁଡ଼ିକ ଚଳାଇବା ପାଇଁ ବ୍ୟବହୃତ ହୋଇଥାଏ । ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ଓପନ୍ ସୋର୍ସ କ୍ରୋମିୟମ୍ ୱେବ୍ ବ୍ରାଉଜର୍ ପ୍ରୋଜେକ୍ଟ ଉପରେ ଆଧାରିତ ।  କ୍ରୋମ ବର୍ଷକୁ ଅନେକ ଅପଡେଟ୍ ଜାରି କରେ। ମାଇକ୍ରୋସଫ୍ଟ ୱିଣ୍ଡୋଜ୍, ଆପଲ୍ ମାକୋସ୍ ଏବଂ ଲିନକ୍ସ ଡେସ୍କଟପ୍ ଅପରେଟିଂ ସିଷ୍ଟମ୍ , ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ମୋବାଇଲ୍ ଅପରେଟିଂ ସିଷ୍ଟମ୍ ପାଇଁ ଗୁଗୁଲ୍ କ୍ରୋମ୍ ଉପଲବ୍ଧ ଗୁଗୁଲ୍ କ୍ରୋମ୍ ହେଉଛି ଆଣ୍ଡ୍ରଏଡ୍ ସହିତ ଗୁଗୁଲ୍ ଡିଭାଇସ୍ ପାଇଁ ଡିଫଲ୍ଟ ବ୍ରାଉଜର୍। ଗୁଗୁଲ କ୍ରୋମ୍ ବ୍ୟତୀତ କେଉଁ ବ୍ରାଉଜରକୁ ଲୋକେ ବ୍ୟବହାର କରିବାକୁ ପସନ୍ଦ କରନ୍ତି ? ଆଜି ଆମେ ଆପଣଙ୍କୁ ଗୁଗଲ କ୍ରୋମ ବ୍ୟତୀତ ବ୍ୟବହୃତ ଅନ୍ୟ ବ୍ରାଉଜର ବିଷୟରେ ସୂଚନା ଦେଉଛୁ । ଗୁଗୁଲ୍ କ୍ରୋମର ବିକଳ୍ପ ବିଶ୍ୱରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ…

Read More