Author: Ayesha Debnath

ଦେଶରେ ଆଣ୍ଡ୍ରଏଡ୍ ଅଧିକ ଲୋକପ୍ରିୟ ସ୍ମାର୍ଟଫୋନ୍ ପ୍ଲାଟଫର୍ମ ଭାବରେ ଜାରି ରହିଥିବାବେଳେ ଆଇଫୋନ୍ ପ୍ରିମିୟମ୍ କ୍ରେତାମାନଙ୍କ ମଧ୍ୟରେ ଏକ ଶକ୍ତିଶାଳୀ ସ୍ଥାନ ହାସଲ କରିଛି । ବର୍ତ୍ତମାନର ବିକ୍ରିକୁ ଦେଖିଲେ ଆପଲ କେବଳ ଆଇଫୋନ୍ ସହାୟତାରେ ୨୦୨୫ରେ ପ୍ରାୟ ୧୧ ବିଲିୟନ ଡଲାର ବିକ୍ରି କରିବ ବୋଲି ଆଶା ରଖିଛି। ଏହାବ୍ୟତୀତ ଅନ୍ୟାନ ଉତ୍ପାଦ ମାଧ୍ୟମରେ ଏହା ୪ରୁ ୬ ବିଲିୟନ ଡଲାର ରାଜସ୍ୱ ଆଦାୟ କରିବ। ଭାରତରେ ଆଇଫୋନ୍ କ୍ରେଜ୍ ଆଶ୍ଚର୍ଯ୍ୟଜନକ। ମେଟ୍ରୋ ସହରରେ ଆଜି ଆପଣଙ୍କୁ ଆପଲର ଆଇଫୋନ ବ୍ୟବହାର କରୁଥିବା ପ୍ରତି ଦ୍ୱିତୀୟ କିମ୍ବା ତୃତୀୟ ବ୍ୟକ୍ତି ଙ୍କୁ ଦେଖିବାକୁ ମିଳିବ । ଲୋକମାନେ ଏବେ ଆପଲର ଫୋନକୁ ଡିଭାଇସ୍ ବ୍ୟତୀତ ଅନ୍ୟ ଏକ ଷ୍ଟାଟସ୍ ସିମ୍ବଲ୍ ଭାବେ ବିବେଚନା କରୁଛନ୍ତି। ଏହି କାରଣରୁ ଆପଲ ଇଣ୍ଡିଆର ଲାଭରେ ଆଶ୍ଚର୍ଯ୍ୟଜନକ ଅଭିବୃଦ୍ଧି ଦେଖିବାକୁ ମିଳୁଛି । ମାର୍ଚ୍ଚ ୨୦୨୪ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଆପଲ ଇଣ୍ଡିଆ…

Read More