Author: Ayesha Debnath

Ganesh Puja: ସମସ୍ତ ଭକ୍ତଙ୍କ ଦୁଃଖ କଷ୍ଟକୁ ଦୂର କରିଥାନ୍ତି ବିଘ୍ନ ହର୍ତା ଗଣେଶ । ସପ୍ତାହର ଚତୁର୍ଥ ଦିନ ବୁଧବାରକୁ ଗଣେଶଙ୍କର ଦିନ ବୋଲି କୁହାଯାଏ । ଏହି ଦିନ ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଶୁଭ ଫଳ ମିଳିଥାଏ । କୌଣସି ବି ଧାର୍ମିକ କାର୍ଯ୍ୟରେ କିମ୍ବା କୌଣସି ବି ଅନୁଷ୍ଠାନରେ ଆମେ ପ୍ରଥମପୂଜ୍ୟ ଗଣେଶଙ୍କୁ ପୂଜା କରିଥାଉ । ତାଙ୍କୁ ପୂଜା କରିବା ଦ୍ୱାରା ଆମର କୌଣସି ଶୁଭ କାମରେ ବାଧା ଆସି ନଥାଏ । ବୁଧବାର ଦିନ ଭଗବାନ ଗଣେଶଙ୍କ ଉପାସନା ପାଇଁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ। ଯଦି ଆପଣ କିଛି କାମ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ବୁଧବାର ଠାରୁ ଆରମ୍ଭ କରିପାରିବେ । ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଇ ଯଦି ଆପଣ କୌଣସି କାମ ଆରମ୍ଭ କରିଥାନ୍ତି ତେବେ ତାହା ସମ୍ପୂର୍ଣ୍ଣ ହୋଇଥାଏ । ଭଗବାନ ଗଣେଶଙ୍କୁ…

Read More