Author: Ayesha Debnath

Human vs Animal: ସାଧାରଣତଃ ଆମେ ଦୁଇ ପ୍ରକାରର ମଣିଷ ଦେଖିଥାଉ । ଯେଉଁମାନେ କି ଡାହାଣ ହାତରେ କାମ କରିଥାନ୍ତି । ଆଉ କିଛି ଲୋକ ବାମ ହାତରେ କାମ କରିଥାନ୍ତି । ତାଙ୍କୁ ଆମେ ବାଉଁଆ ବୋଲି କହିଥାଉ । ଯେଉଁ ସବୁ କାମ ଆମେ ଡାହାଣ ହାତରେ କରିଥାଉ, ସେହି ସବୁ କାମ ସେମାନେ ବାମ ହାତରେ କରିଥାନ୍ତି । ତେବେ ଏହା ଆମକୁ ଦେଖିବା ପାଇଁ ଟିକେ ଅଦ୍ଭୁତ ଲାଗୁଥିଲେ ମଧ୍ୟ ସେମାନଙ୍କ ପାଇଁ ଏହା ସାଧାରଣ କଥା ହୋଇଥାଏ । ଅନେକ ଡାହାଣହାତୀ ଲୋକ ମଧ୍ୟ ସେମାନଙ୍କର ବାମ ହାତରେ ଅନେକ କାର୍ଯ୍ୟ କରୁଥିବା ଦେଖାଯାଇଥାଏ । କୁହାଯାଏ କି, ବାଉଁଆ ଲୋକ ଡାହାଣ ହାତରେ କାମ କରୁଥିବା ଲୋକଙ୍କ ଅପେକ୍ଷା ଅଧିକ ଚତୁର ହୋଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି, ମଣିଷ ଭଳି ପଶୁମାନେ ମଧ୍ୟ ବାଉଁଆ ହୋଇଥାନ୍ତି । ସେମାନଙ୍କର…

Read More