Author: Ayesha Debnath

Vinayak Chaturthi: ବିନାୟକ ଚତୁର୍ଥୀ ଦିନକୁ ଭଗବାନ ଗଣେଶଙ୍କୁ ଉତ୍ସର୍ଗ କରାଯାଇଥାଏ । ଏହି ଉପବାସକୁ ପାଳନ କରିବା ଦ୍ୱାରା ଆପଣଙ୍କ ଜୀବନରେ ଥିବା ସମସ୍ତ ପ୍ରକାର ଦୁଃଖ ଏବଂ ସମସ୍ୟା ଦୂର ହୋଇଥାଏ। ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା କୁହାଯାଏ । ତାଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ । ଆପଣଙ୍କର କୌଣସି ବି ମନସ୍କାମନା ଥିଲେ ଭଗବାନ ଗଣେଶଙ୍କର ପୂଜା କରିଲେ ସେ ବହୁତ ଶୀଘ୍ର ମନସ୍କାମନା ପୂରଣ କରିଦିଅନ୍ତି । ଏଥର ବିନାୟକ ଚତୁର୍ଥୀ ୫ ଡିସେମ୍ବରରେ ପାଳନ କରାଯିବ । ଏହି ପର୍ବ ପ୍ରତ୍ୟେକ ମାସରେ ଶୁକ୍ଲ ପକ୍ଷର ଚତୁର୍ଥୀ ଦିନ ପାଳନ କରାଯାଏ । ଏହି ଦିନ ଭଗବାନ ଗଣେଶଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ । ଏହା ବ୍ୟତୀତ, ବିଶେଷ କାର୍ଯ୍ୟରେ ସଫଳତା ପାଇବା ପାଇଁ ଉପବାସ ମଧ୍ୟ ପାଳନ କରାଯାଏ । ଭଗବାନ…

Read More