Author: Ayesha Debnath

Coconut Water: ନଡ଼ିଆ ପାଣିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ରହିଥାଏ, ଯେପରିକି ପୋଟାସିୟମ୍ ଯାହା ମାଂସପେଶୀ ଏବଂ ହୃଦୟ ପାଇଁ ଲାଭଦାୟକ । ମ୍ୟାଗ୍ନେସିୟମ୍ ଯାହା ସ୍ନାୟୁକୁ ଭଲ ରଖିଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ଭିଟାମିନ୍ ସି ସହାୟକ ହୋଇଥାଏ । ଆଇରନ ଏବଂ କ୍ୟାଲସିୟମ୍ ଯାହା ହାଡ଼ ଏବଂ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ । ନଡ଼ିଆ ପାଣି ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ପୋଟାସିୟମ୍ ଭରପୂର ନଡ଼ିଆ ପାଣି ପିଇ ଆମେ ଅନେକ ଲାଭ ପାଇଥାଉ । ମଧୁମେହ ରୋଗୀଙ୍କ ପାଇଁ ନଡ଼ିଆ ପାଣି ଭଲ ବୋଲି ବିବେଚନା କରାଯାଏ ଏବଂ ଏହାକୁ ପିଇବା ଦ୍ୱାରା କିଡ଼ନୀ ପଥରର ଆଶଙ୍କା ମଧ୍ୟ କମିଯାଏ । ଏହାକୁ ପିଇବା ଦ୍ୱାରା ଆମ ହୃଦୟ ମଧ୍ୟ ସୁସ୍ଥ ରହିଥାଏ । ନଡ଼ିଆ ପାଣି ହେଉଛି ଏକ ପ୍ରାକୃତିକ ଏନର୍ଜି…

Read More