Author: Ayesha Debnath

Onion juice for Hairfall: ଆଜିର ସମୟରେ କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ପାଲଟିଛି । ପୁରୁଷ ହେଉ କି ମହିଳା ସମସ୍ତଙ୍କ ଜୀବନରେ ଏହି ସମସ୍ୟା ଦେଖିବାକୁ ମିଳେ। ଏଥିପାଇଁ ଅନେକ ଲୋକ ଅନେକ କିଛି ଲଗେଇଥାନ୍ତି । ଅନେକ ଟଙ୍କା ଖର୍ଚ୍ଚ କରି ଟ୍ରିଟମେଣ୍ଟ କରିଥାନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ବ୍ୟସ୍ତ ଜୀବନଶୈଳୀ ଏବଂ ଖାଦ୍ୟରେ ପୁଷ୍ଟିକର ଅଭାବ ଯୋଗୁଁ ଏଭଳି ସମସ୍ୟା ବୃଦ୍ଧି ପାଉଛି । ବଜାରରେ ଅନେକ କସମେଟିକ୍ ଜିନିଷ ଉପଲବ୍ଧ ଯାହାକି କେଶ ଝଡ଼ିବା ଏବଂ କେଶକୁ ପୁନଃ ବଢ଼ିବାର ଦାବି କରେ । ହେଲେ ସେଗୁଡ଼ିକ ଆମ କେଶ ପାଇଁ କ୍ଷତିକାରକ ହୋଇପାରେ । କେଶକୁ ସୁସ୍ଥ ରଖିବା ପାଇଁ ପିଆଜ ରସର ବିଶେଷ ପ୍ରୟୋଗ ରହିଛି । କୁହାଯାଏ ଯେ, କେଶ ଝଡ଼ିବା ସ୍ଥାନରେ ପ୍ରତିଦିନ ପିଆଜ ରସ ସହିତ ମାଲିସ କରିବା ଦ୍ୱାରା କେବଳ କେଶ ଝଡ଼ିବା…

Read More