Author: Ayesha Debnath

Rice flour Roti: ଭାରତର ସମସ୍ତ ଘରେ ଘରେ ରୁଟି ଖାଇବାର ପ୍ରଚଳନ ରହିଛି। ମୁଖ୍ୟତଃ ରାତ୍ରିଭୋଜନରେ ଲୋକେ ରୁଟି ଖାଇବାକୁ ପସନ୍ଦ କରନ୍ତି। ଆପଣମାନେ ସମସ୍ତେ ଗହମ ଅଟା ରୁଟି, ମଇଦା ରୁଟି, ବଜାର ରୁଟି, ମକା ଅଟା ରୁଟି, ମାଣ୍ଡିଆ ରୁଟି ଆଦି ଖାଇଥିବେ । ସବୁଦିନ ଗୋଟିଏ ପ୍ରକାରର ରୁଟି ଖାଇବାକୁ ଭଲ ଲାଗିନଥାଏ । ବେଳେବେଳେ କିଛି ଟେଷ୍ଟି ଏବଂ କିଛି ନୂଆ ଜିନିଷ ମଧ୍ୟ ଖାଇବାକୁ ଇଛା ହୁଏ । ତେବେ ଚାଲନ୍ତୁ ଆଜି ମଧ୍ୟ ଆମେ ରୁଟି ତିଆରି କରିବା ହେଲେ କିଛି ନୂଆ ଢଙ୍ଗରେ । ମୁଖ୍ୟତଃ ଚାଉଳ ଅଟାରେ ଆମେ ଚକୁଳି ବା ପିଠା ବନେଇ ଥାଉ । ଆଜି ଆମେ ତିଆରି କରିବା ଚାଉଳ ଅଟା ରୁଟି । ଅଟା ରୁଟି ଭଳି ଚାଉଳ ଅଟାରେ ମଧ୍ୟ ଫୁଲକା ଫୁଲକା ନରମ ରୁଟି ପ୍ରସ୍ତୁତ ହୋଇପାରିବ । ଏହାକୁ…

Read More