Author: Ayesha Debnath

‘Pushpa 2’: ଅନେକ ଅପେକ୍ଷାର ଅନ୍ତ ପରେ ଆଜି ରିଲିଜ ହୋଇଛି ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଚଳଚ୍ଚିତ୍ର ପୁଷ୍ପା-୨। ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ଭିଡ଼ ପାଇଁ ଚାଲିଗଲା ମହିଳାଙ୍କ ଜୀବନ । ମର୍ଣ୍ଣିଙ୍ଗ ଶୋ ଠାରୁ ଆରମ୍ଭ କରି ଲେଟ ନାଇଟ ଶୋ ପର୍ଯ୍ୟନ୍ତ ସମସ୍ତ ଟିକେଟ ଆଡ଼ଭାନ୍ସ ବୁକ ହୋଇ ସାରିଛି । ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି । ରିଲିଜ ହେବା ପରେ ଦର୍ଶକମାନେ ଫିଲ୍ମକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ଅଲ୍ଲୁଙ୍କ ବ୍ୟତୀତ ପ୍ରଥମ ଭାଗ ପରି ୨ୟ ଭାଗରେ ମଧ୍ୟ ରଶ୍ମିକା ମନ୍ଦାନା, ଫାହାଦ୍ ଫାସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାର ନଜର ଆସିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର। ପୁଷ୍ପାର ପ୍ରଥମ ଭାଗ ଏକ ପ୍ରଶଂସକଙ୍କ…

Read More