Author: Ayesha Debnath

Storage Tips: ପନିପରିବା କାଟିବା ପାଇଁ ସମୟ ଲାଗେ, ତେଣୁ ସମୟ ସଞ୍ଚୟ କରିବାକୁ, ଲୋକମାନେ ପୂର୍ବରୁ କାଟିବା କାର୍ଯ୍ୟ କରନ୍ତି । ଯେତେବେଳେ ବଜାରରେ ପନିପରିବା ଶସ୍ତା ଉପଲବ୍ଧ ହୁଏ, ସେତେବେଳେ ଆମେ ଅଧିକ ପାରିବା କିଣି ଫ୍ରିଜରେ ରଖିଥାଉ । ଏହା ଆମ ପରିବାକୁ ଅଧିକ ଦିନ ପର୍ଯ୍ୟନ୍ତ ତାଜା ରଖିବାରେ ସାହାଯ୍ୟ କରେ । କିନ୍ତୁ ପରେ ସେମାନଙ୍କୁ ସତେଜ ରଖିବାରେ ସମସ୍ୟା ଉପୁଜେ । ପ୍ରାୟତଃ ଦେଖାଯାଏ ଯେ, ଫଳ ଏବଂ ପନିପରିବା ଗୋଟିଏ ଦିନ ପରେ ଶୁଖିବା ଆରମ୍ଭ କରେ । ଏପରି ପରିସ୍ଥିତିରେ, ଟଙ୍କା ସଞ୍ଚୟ କରିବାକୁ ଚେଷ୍ଟା କରୁଥିବାବେଳେ ଆମକୁ କ୍ଷତି ସହିବାକୁ ପଡ଼ିଥାଏ । କିନ୍ତୁ ଯଦି ଆପଣ ଧ୍ୟାନ ଦିଅନ୍ତି, ତେବେ ଆପଣ ପନିପରିବାକୁ ଅଧିକ ସମୟ ସତେଜ ରଖିପାରିବେ । ଫଳ ଏବଂ ପନିପରିବା ସତେଜ ରଖିବାର କିଛି ଉପାୟ ବିଷୟରେ ଜାଣିବା । କିନ୍ତୁ ଅନେକ…

Read More