Author: Ayesha Debnath

Runny Nose: ଶୀତଦିନ ଆସିଲେ ଥଣ୍ଡା ହେବା ସହ ଝିଙ୍କ ଏବଂ ନାକ ବନ୍ଦ ହୋଇଯାଏ । ଯାହା ଦ୍ୱାରା ଆମକୁ ଅଣନିଶ୍ୱାସୀ ଲାଗିବା ସହ ଅନେକ ସମସ୍ୟା ହୋଇଥାଏ । ଯାହା ଫଳରେ ଆମେ ରାତିରେ ଶୋଇପାରି ନଥାଉ । ବାରମ୍ବାର ନାକରୁ ପାଣି ବାହାରିବା ଦ୍ୱାରା ବେଳେବେଳ ନାକରୁ ରକ୍ତ ମଧ୍ୟ ବାହାରିଥାଏ । ତେବେ ଏହି ସଂକ୍ରମଣ ଜନିତ ସମସ୍ୟା ଅନେକ କାରଣରୁ ହୋଇପାରେ । ସାଧାରଣତଃ ଏହା ଅଧିକ ବିପଦଜନକ ନୁହେଁ, କିନ୍ତୁ ବେଳବେଳେ ଏହା ଏତେ କଷ୍ଟଦାୟକ ହୋଇଥାଏ ଯେ, ଏହା ଆପଣଙ୍କ ଶ୍ୱାସ, ଶୋଇବା ଏବଂ ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଅନେକ କିଛି କରିଥାଉ । ଅନେକ ପ୍ରକାରର ଔଷଧ ମଧ୍ୟ ଖାଇଥାଉ । ହେଲେ ଏହି ଔଷଧ ଆମ ଶରୀରରେ ଅନେକ ଖରାପ ପ୍ରଭାବ ମଧ୍ୟ ପକାଇଥାଏ। ଗ୍ରୀଷ୍ମ…

Read More