Author: Ayesha Debnath

Mokshada Ekadashi : ମୋକ୍ଷଦା ଏକାଦାଶି ବ୍ରତ କରିବା ଦ୍ୱାରା ବହୁତ ଶୁଭଫଳ ମିଳିଥାଏ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ, ଏହି ଦିନ ତୁଲସୀ ମଞ୍ଜରୀ, ଧୂପ, ପ୍ରଦୀପ, ନୈବେଦ୍ୟ ଇତ୍ୟାଦି ସହିତ ଭଗବାନ ଶ୍ରୀକୃଷ୍ଣଙ୍କୁ ଉପାସନା କରିବା ଦ୍ୱାରା ବ୍ୟକ୍ତିଙ୍କର ସମସ୍ତ ପାପ ନଷ୍ଟ ହୋଇଯାଏ । ଆହୁରି ମଧ୍ୟ ଏହି ଦିନ ଗୀତା ଜୟନ୍ତୀ ପାଳନ କରାଯାଏ । କାରଣ ଏହି ଦିନ ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ରରେ ଗୀତା ପ୍ରଚାର କରିଥିଲେ । ହିନ୍ଦୁ ଧର୍ମରେ ଅନେକ ପ୍ରକାରର ଉପବାସ ଏବଂ ପର୍ବ ପାଳନ କରାଯାଏ । ଏହି ଉପବାସଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ମୋକ୍ଷଦା ଏକାଦଶୀର ଉପବାସ, ଯାହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଯଦିଓ ହିନ୍ଦୁ ଧର୍ମରେ ଏକାଦଶୀ ଦିନକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ, ତଥାପି ସମସ୍ତ ଏକାଦଶୀଙ୍କ ମଧ୍ୟରେ ମୋକ୍ଷଦା ଏକାଦଶୀ ସବୁଠାରୁ ଶୁଭ ବୋଲି ବିବେଚନା…

Read More