Author: Ayesha Debnath

Frog Pizza: ବର୍ତ୍ତମାନ ସମୟରେ ଖାଦ୍ୟ ବା ଫୁଡ୍ କୁ ନେଇ ଅନେକ ପ୍ରକାରର ଏକ୍ସପେରିମେଣ୍ଟ କରିବାର ଦେଖାଯାଏ । ଯାହାକୁ ଅନେକ ସମୟରେ ପସନ୍ଦ କରାଯାଉଥିବା ବେଳେ ଅନେକ ସମୟରେ ଏହାକୁ ନେଇ ଅନେକ ସମାଲୋଚନା କରାଯାଇଥାଏ । ସେହିପରି ଆଉ ଏକ ଫୁଡ୍ କୁ ନେଇ ପୁଣିଥରେ ଚର୍ଚ୍ଚା ଚାଲିଛି । ଲୋକଙ୍କୁ ଆକର୍ଷିତ କରିବା ପାଇଁ ରେଷ୍ଟୁରାଣ୍ଟଗୁଡ଼ିକ ପ୍ରାୟତଃ ଅନେକ ସୀମାକୁ ପାର କରି ଦିଅନ୍ତି । ତେବେ ଏପରି ବିଚିତ୍ର ଫୁଡ୍ ଚୀନ୍‌ରେ ଦେଖିବାକୁ ମିଳିଛି । ଏମିତି ବି ଅନେକ ସମୟରେ ସେଠାରେ ବାସ କରୁଥିବା ଲୋକମାନଙ୍କୁ ବିଭିନ୍ନ ପ୍ରକାରର ଅଜବ ଏବଂ ବିଚିତ୍ର ଖାଇବା ଖାଉଥିବାର ଦେଖିବାକୁ ମିଳେ । ଏବେ ପୁଣିଥରେ ସେମାନେ ତାଙ୍କ ଖାଇବାକୁ ନେଇ ଆଉ ଏକ ଏକ୍ସପେରିମେଣ୍ଟ କରିଛନ୍ତି । ସେଠାରେ ଥିବା ‘ପିଜା ହଟ ଚାଇନା’ ନାମକ ଏକ କମ୍ପାନୀ ଏକ ନିଆରା ପରୀକ୍ଷଣ କରିଛନ୍ତି…

Read More