Author: Ayesha Debnath

Human Rights Day: ଆଜି ୧୦ ଡିସେମ୍ୱର । ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ମାନବ ଅଧିକାର ଦିବସ ପାଳନ କରାଯାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଏକ । ଆମେ ମଣିଷ, ଆମର ଜାତି ମାନବ ଏବଂ ଆମେ ଏକାଠି ଓ ସମାନ ଅଧିକାର ସହ ବଞ୍ଚିବା ହିଁ ମାନବ ଅଧିକାର ଦିବସର ମୁଖ୍ୟ ବାର୍ତ୍ତା ବହନ କରେ । ଏହାକୁ ନେଇ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌ ରଖା ଯାଇଥାଏ । ଚଳିତ ବର୍ଷର ଥିମ ହେଉଛି “ଆମ ଅଧିକାର, ଆମ ଭବିଷ୍ୟତ”। ମାନବ ଅଧିକାର ପ୍ରତି ସଚେତନା ସୃଷ୍ଟି କରିବା ହିଁ ଏହି ଦିବସର ମୁଖ୍ୟ ଲକ୍ଷ । ମିଳିତ ଜାତିସଂଘ ପକ୍ଷରୁ ୧୯୫୦ରୁ ପ୍ରତିବର୍ଷ ଡିସେମ୍ବର ୧୦ରେ ଆନ୍ତର୍ଜାତିକ ମାନବ ଅଧିକାର ଦିବସ ପାଳନ କରାଯାଉଛି। ୧୯୪୮ ମସିହା ଡିସେମ୍ବର ମାସର ଆଜିର ଦିନରେ ଜାତିସଂଘ ସାଧାରଣ ପରିଷଦ ସାର୍ବଜନୀନ ମାନବ…

Read More