Author: Ayesha Debnath

Oral cancer: ପାଟି କର୍କଟ ବା ଓରାଲ କ୍ୟାନ୍ସର ରୋଗର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଯନ୍ତ୍ରଣାହୀନ ଧଳା କିମ୍ବା ନାଲି ଦାଗ ବା ଏକ ଛୋଟ ଘା’ । ଅନେକ କ୍ଷେତ୍ରରେ, ଆପଣଙ୍କ ପାଟିରେ ଥିବା କୌଣସି ଦାଗ କିମ୍ବା ଘା’ କ୍ଷତିକାରକ ନୁହେଁ । କିନ୍ତୁ ଯଦି ଆପଣଙ୍କୁ ଏହା ସାଧାରଣ ଘା’ ଲାଗୁନି ତେବେ ଆପଣଙ୍କୁ ଦନ୍ତ ଚିକିତ୍ସକଙ୍କ ଠାରୁ ପରାମର୍ଶ ନେବା ଉଚିତ । ଏଗୁଡ଼ିକ ସାଧାରଣତଃ ଓଠ, ଜିଭ ଏବଂ ପାଟିର ଉପରେ ହୋଇଥାଏ । କିନ୍ତୁ ଏହା ଗାଲ, ଦାନ୍ତ ମାଢ଼ି, ପାଟିର ଉପର, ଟନସିଲ୍ ଏବଂ ଲାଳ ଗ୍ରନ୍ଥିରେ ମଧ୍ୟ ହୋଇପାରେ । ପାଟି କର୍କଟ ଆପଣଙ୍କ ଓଠରେ କିମ୍ବା ପାଟିରେ ଏକ ସାଧାରଣ ସମସ୍ୟା ପରି ଦେଖାଯାଏ, ଯେପରିକି ଧଳା ଦାଗ କିମ୍ବା ଘା’। ଏକ ସାଧାରଣ ସମସ୍ୟା ଏବଂ ସମ୍ଭାବ୍ୟ କର୍କଟ ମଧ୍ୟରେ ପାର୍ଥକ୍ୟ ହେଉଛି ଏହି ପରିବର୍ତ୍ତନଗୁଡ଼ିକ…

Read More