Author: Ayesha Debnath

Deepika-Ranveer Daughter Dua: ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ହେଉଛନ୍ତି ବଲିଉଡ଼ର ବେଶ ଚର୍ଚ୍ଚିତ ଯୋଡ଼ି । ୮ ସେପ୍ଟେମ୍ବର ୨୦୨୪ରେ ନିଜ ଝିଅ ‘ଦୁଆ’କୁ ସ୍ୱାଗତ କରିଥିଲେ ଦୁହେଁ । ଦୀପିକା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଯାହାଙ୍କ ନାଁ ସେ ଦୁଆ ପାଦୁକୋନ ସିଂ ରଖିଛନ୍ତି । ଏହି ଦମ୍ପତିଙ୍କ ଛୋଟ ରାଜକୁମାରୀ ବର୍ତ୍ତମାନ 3 ମାସର ହୋଇସାରିଛନ୍ତି । ଦୁଆର ତୃତୀୟ ମାସର ଜନ୍ମଦିନ ଉତ୍ସବରେ ରଣଭୀରଙ୍କ ମା’ ଅଞ୍ଜୁ ଭବନାନୀ ନାତୁଣୀକୁ ଏପରି ଏକ ଉପହାର ଦେଇଛନ୍ତି ଯାହାକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି । ରଣଭୀର ସିଂଙ୍କ ମା’ ଅଞ୍ଜୁ ତାଙ୍କ ନାତୁଣୀ ଦୁଆକୁ ବହୁତ ଭଲ ପାଆନ୍ତି । ଜେଜେମାଆ ଅଞ୍ଜୁ ନାତୁଣୀ ଦୁଆଙ୍କ ତୃତୀୟ ମାସ ଜନ୍ମଦିନରେ ନିଜ କେଶ ଦାନ କରିଛନ୍ତି । ରଣଭୀରଙ୍କ ମା’ ସୋସିଆଲ ମିଡ଼ିଆରେ ଏହାକୁ ସେୟାର କରିବା ସହ ପୋଷ୍ଟ…

Read More