Author: Ayesha Debnath

Raj Kapoor: ବଲିଉଡ଼ର ପ୍ରସିଦ୍ଧ ପରିବାର କପୁର ପରିବାର ଗତ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କପୁର ପରିବାରକୁ ରାଜ କପୁର ୧୦୦ ଚଳଚ୍ଚିତ୍ର ମହୋତ୍ସବ ପାଇଁ ନିମନ୍ତ୍ରଣ କରିଥିଲେ । କପୁର ପରିବାର ସୋସିଆଲ ମିଡ଼ିଆରେ ପିଏମ ମୋଦୀଙ୍କ ସହ ବିତାଇଥିବା ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ ସେୟାର କରିଛନ୍ତି । ଫଟୋଗୁଡ଼ିକରେ ମୋଦିଙ୍କ ସହ କରୀନା କପୁର, ଆଲିଆ ଭଟ୍ଟ, ନୀତୁ କପୁର, ରଣବୀର କପୁର, କରିସ୍ମା କପୁର, ସୈଫ ଅଲ୍ଲି କାନ, ରିଦ୍ଧିମା କପୁର ଏବଂ ଅରମାନ ଜୈନଙ୍କ ଅନ୍ୟାନ୍ୟ ସଦସ୍ୟ ମଧ୍ୟ ନଜର ଆସିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ବିଶେଷ ଉପହାର ଦେଉଥିବାର ନଜର ଆସିଛନ୍ତି। ତେବେ ଏହାକୁ ନେଇ କୁହାଯାଇଛି ଯେ, ଆମେ ଭାରତୀୟ ସିନେମାରେ ଦାଦା ରାଜା କପୁରଙ୍କର ଅବଦାନର ୧୦୦ ଗୌରବମୟ ବର୍ଷ ପାଳନ କରୁଛୁ, ଆମେ ତାଙ୍କର ଉତ୍ତରାଧିକାରୀଙ୍କୁ ସମ୍ମାନିତ କରୁଛୁ,…

Read More