Author: Ayesha Debnath

Shani Dev: ନ୍ୟାୟର ଦେବତା ଭଗବାନ ଶନିଙ୍କୁ ଶନିବାର ଦିନ ପୂଜା କରାଯାଏ । କୁହାଯାଏ, ଶନି ଦେବ ପ୍ରତ୍ୟେକ ମଣିଷକୁ ତା କର୍ମ ଅନୁଯାୟୀ ଫଳ ଦେଇଥାଆନ୍ତି । ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନଥାଏ । ଯାହା ଉପରେ ଶନି ଦେବ ପ୍ରସନ୍ନ ହୁଅନ୍ତି, ତାଙ୍କର କୌଣସି କାର୍ଯ୍ୟରେ ବାଧା ହୁଏ ନାହିଁ। ଯଦି ରାଶିଫଳରେ ଶନିଙ୍କ ସ୍ଥିତି ଥାଏ, ତେବେ ବ୍ୟକ୍ତିର କୌଣସି କାର୍ଯ୍ୟ ସହଜରେ ହୋଇପାରିବ ନାହିଁ। ତାଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ, ନବ ଗ୍ରହ ମଧ୍ୟରେ ଶନି ଦେବଙ୍କୁ ସବୁଠାରୁ ଉଗ୍ର ଗ୍ରହ ବୋଲି ବିବେଚନା କରାଯାଏ। ନ୍ୟାୟର ଦେବତା ଶନି ଦେବ ମହାରାଜଙ୍କ ‘S’ ଅକ୍ଷର ସହିତ ଗଭୀର ସମ୍ପର୍କ ରହିଛି। ‘S’ ଅକ୍ଷର କାହିଁକି ଶନି ଦେବଙ୍କ ପାଇଁ ଅତ୍ୟନ୍ତ ପ୍ରିୟ, ଆସନ୍ତୁ ଏହା…

Read More