Author: Ayesha Debnath

Curd: ଦହି ଅନେକ ପୋଷକ ତତ୍ୱରେ ଭରପୂର ହୋଇଥିବା ସହ ଏହା ଖାଇବାକୁ ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ । ଏଥିରେ କ୍ୟାଲେସିୟମ, ମ୍ୟାଗ୍ନେସିୟମ, ଭିଟାମିନ-ଏ, ଡି, ଭିଟାମିନ ବି-12, ପ୍ରୋଟିନ, ସୋଡିୟମ, ପୋଟାସିୟମ, କ୍ୟାଲେସିୟମ ରହିଛି । ଏହା ଆମ ଶରୀର ପାଇଁ ଅନେକ ଲାଭଦାୟକ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ଷୀର ଖାଇବାକୁ ପସନ୍ଦ କରନ୍ତି ନାହିଁ ହେଲେ ସେମାନଙ୍କୁ ଦହି ଖାଇବାକୁ ପସନ୍ଦ କରିଥାନ୍ତି । ଭାରତରେ ଖାଦ୍ୟରେ ଦହିର ବ୍ୟବହାର ବହୁତ ପସନ୍ଦ କରାଯାଏ । ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଆମ ଶରୀର ପାଇଁ ମଧ୍ୟ ବହୁତ ଭଲ ।  ଦହିରେ ପ୍ରୋବାୟୋଟିକ ଥାଏ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । ବଦହଜମୀ ସମସ୍ୟାରେ ପୀଡ଼ିତ ଲୋକେ ନିୟମିତ ଦହି ସେବନ ଦ୍ୱାରା ବେଶ୍ ଲାଭ ମିଳିଥାଏ । ଦହି ଖାଇଲେ ହଜମ ପ୍ରକ୍ରିୟା ଉନ୍ନତ ହେବା ସହ ହାଡ଼…

Read More