Author: Ayesha Debnath

Pushpa 2: ପୁଷ୍ପା ରିଲିଜ ହେବା ପରଠାରୁ ବଡ଼ ପରଦାରେ ଝଡ଼ ସୃଷ୍ଟି କରିଛି । ପରଦାରେ ଆଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଉତ୍ସାହ ଆକାଶ ଛୁଆଁ । ତେବେ କିଛି ଖରାପ ଖବର ମଧ୍ୟ ସାମ୍ନାକୁ ଆସିଥିଲା। ନିକଟରେ ହାଇଦ୍ରାବାଦରେ ତାଙ୍କ ଚଳଚ୍ଚିତ୍ର ପୁଷ୍ପା-୨ ସ୍କ୍ରିନିଂ  ସମୟରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ଗୁରୁତର ଆହତ ହୋଇଥିଲେ। ଏହା ପରେ ଅଭିନେତା ଦୁଃଖ ପ୍ରକାଶ କରିଥିଲେ। ଏବେ ଖବର ଆସିଛି ଯେ, ଫିଲ୍ମର ମାଟିନୀ ଶୋ’ରେ ଜଣେ ୩୫ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ମିଳିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିକଟରେ ଅନନ୍ତପୁରର ରାଇଦୁର୍ଗମ ଜିଲ୍ଲାର ପ୍ୟାଲେସ ସିନେମା ଥିଏଟରରେ ପୁଷ୍ପା-୨ର ମେଟିନୀ ସୋ ସମୟରେ ହଲରେ ଜଣେ ବ୍ୟକ୍ତିଙ୍କର ମୃତଦେହ ପାଇଥିଲେ। ପୋଲିସ କହିଛି ଯେ, ଏହି ବ୍ୟକ୍ତିଙ୍କ ବୟସ ୩୫ ବର୍ଷ ଏବଂ ତାଙ୍କ ନାମ ମଧ୍ୟାନାପ୍ପା । ଏଥି ସହିତ…

Read More