Author: Ayesha Debnath

Most Searched Place On Google 2024 In India: ଯେକୌଣସି ସମୟ ହେଉ କି ଋତୁ ହେଉ, ବୁଲିବାର ପ୍ଲାନ ତ ସମସ୍ତେ ବନେଇଥାନ୍ତି । ନୂତନ ସ୍ଥାନଗୁଡ଼ିକୁ ଅନୁସନ୍ଧାନ କରିବା, ସ୍ଥାନୀୟ ଖାଦ୍ୟ, ସେଠାରେ ଥିବା ବଜାରକୁ ଉପଭୋଗ କରିବା ଏବଂ ଏକ ନୂତନ ପରିବେଶରେ ସମସ୍ତ ଟେନସନ ଠାରୁ ଦୂରରେ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଆରାମଦାୟକ ମୁହୂର୍ତ୍ତ ବିତାଇବା ହେଉଛି ଭ୍ରମଣର ସବୁଠାରୁ ବଡ଼ ବୈଶିଷ୍ଟ୍ୟ । ତେଣୁ, ବର୍ଷସାରା ଲୋକମାନେ କିଛି ନା କିଛି ବାହାନା କରି ଅଲଗା ଜାଗାକୁ ବୁଲିବାକୁ ଯାଆନ୍ତି । ବାସ୍ତବରେ, ଚାପଗ୍ରସ୍ତ ଦୈନନ୍ଦିନ ଜୀବନରୁ ବିରତି ନେବାର ଏକ ଭଲ ଉପାୟ ହେଉଛି ଟ୍ରାଭେଲ ବା ଭ୍ରମଣ (TRAVEL )। କେଉଁଠାରେ ଭ୍ରମଣ କରିବାକୁ ହେବ, କେଉଁ ସ୍ଥାନ ପରିଦର୍ଶନ କରିବା ସର୍ବୋତ୍ତମ ହେବ ଏବଂ ସେଠାରେ କ’ଣ କରାଯାଇପାରିବ ତାହା ଜାଣିବା ପାଇଁ ଲୋକମାନେ ଗୁଗୁଲରେ ପ୍ରସିଦ୍ଧ…

Read More