Author: Ayesha Debnath

Tulsi : ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଗଛ ଅଛି, ଯାହାକୁ ଆମ ଘରେ ଲଗେଇବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ଆସିଥାଏ ଏବଂ ଧନ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ । ଏହି ଗଛମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ତୁଳସୀ ଗଛ, ଯାହା ଘରର ବାସ୍ତୁକୁ ଭଲ କରେ। ଏହା ସହିତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ତୁଳସୀ ଗଛ ଚମତ୍କାରୀ ଏବଂ ମା’ ଲକ୍ଷ୍ମୀର ଅବତାର ମନାଯାଏ। କିନ୍ତୁ ଯେଉଁମାନେ ତୁଳସୀର ସଠିକ ଯତ୍ନ ନେଉ ନାହାନ୍ତି କିମ୍ବା ଯେଉଁମାନଙ୍କଘରରେ ତୁଳସୀ ଶୁଖିଯାଇଥାଏ, ସେମାନଙ୍କର ଘରର ସମୃଦ୍ଧି ଓ ଶାନ୍ତି ନଷ୍ଟ ହୋଇଯାଏ। ଏହି ପରିସ୍ଥିତିରେ ତୁଳସୀରୁ ନକାରାତ୍ମକ ଶକ୍ତିକୁ ହଟାଇବା ପାଇଁ ବାସ୍ତୁ ଶାସ୍ତ୍ର ଅନୁସାରେ ଗୋଟିଏ ଛୋଟ ଉପାୟ ପ୍ରୟୋଗ କରିପାରିବେ, ତାହା ହେଉଛି ତୁଳସୀ ଗଛରେ ନାଲି ସୁତା ବାନ୍ଧି ପାରିବେ । ଏପରି କରିବା ଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିପାରିବ।…

Read More