Author: Ayesha Debnath

ODISHA: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ମହତ୍ତ୍ବାକାଂକ୍ଷୀ ଯୋଜନାର ଦୃଷ୍ଟିକୋଣରୁ ପୂର୍ବ ଭାରତର କେନ୍ଦ୍ରସ୍ଥଳରେ ଥିବା ଓଡ଼ିଶାର ସଡ଼କ ଭିତ୍ତିଭୂମିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଯୋଗାଯୋଗ ବୃଦ୍ଧି, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିବଦ୍ଧତାର ସହିତ ଗଡ଼କରୀ ଅନେକ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଯାହା ଓଡ଼ିଶାର ଚିତ୍ରକୁ ନୂଆ ରୂପ ଦେବ । ୬ ଲେନ୍ ବିଶିଷ୍ଟ ରାଜପଥଠାରୁ ଆରମ୍ଭ କରି ଷ୍ଟ୍ରାଟେଜିକ୍ ବ୍ରିଜ୍ ଓ ଅଣ୍ଡରପାସ୍ ପର୍ଯ୍ୟନ୍ତ ରାଜ୍ୟରେ ପରିବହନ ବିପ୍ଳବ ଚାଲିଥିବା ବେଳେ ୨୦୨୭ ସୁଦ୍ଧା ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଓ ୩ ଲକ୍ଷ କୋଟି ଟଙ୍କାର ସାହସିକ ଲକ୍ଷ୍ୟ ରଖାଯାଇଛି। ଗଡ଼କରୀଙ୍କ ଯୋଗୁଁ ପରିବର୍ତନମୂଳକ ପଦକ୍ଷେପ ସହ ଓଡ଼ିଶାର ଜାତୀୟ ରାଜପଥ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ରାଜ୍ୟର ଭବିଷ୍ୟତ ଉପରେ ସୁଦୂରପ୍ରସାରୀ ପ୍ରଭାବ…

Read More