Author: NAZMEEN PARWEEN

ରାଜ୍ୟର ଆର୍ଥିକ ପରିଚାଳନା କେବଳ ସଂଖ୍ରାର ଖେଳ ନୁହେଁ- ଏହା ଲୋକଙ୍କ ଜୀବନ, ସେବା, ଓ ଭବିଷ୍ୟତର ସହିତ ସିଧାସଳଖ ଜଡ଼ିତ। କିନ୍ତୁ ଓଡ଼ିଶାର ବର୍ତ୍ତମାନ ଆର୍ଥିକ ପରିସ୍ଥିତି ଯେଉଁ ଚିତ୍ର ଆଙ୍କୁଛି, ସେଥିରେ “ବ୍ୟୟ” ଓ “ବିକାଶ” ମଧ୍ୟରେ ଏକ ଗଭୀର ତଫାତ୍‍ ରହିଥିବା ସ୍ପଷ୍ଟ ଦେଖାଯାଉଛି। ବଜେଟ୍ ଖର୍ଚ୍ଚ ବଢ଼ିଥିବା ଦାବି ହେଉଥିବାବେଳେ, ବାସ୍ତବ ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମ୍ୟ ଉନ୍ନୟନରେ ତା’ର ପ୍ରତିଫଳନ ଦେଖାଯାଉନାହିଁ। ପ୍ରଶ୍ନ ଉଠୁଛି- ବଜେଟ୍ ଟଙ୍କା ଏବେ କେଉଁଠି? ବ୍ୟାଙ୍କ ଆକାଉଣ୍ଟରେ ‘ପାର୍କିଂ’: ବିନିଯୋଗ ସଂଖ୍ୟା ବଢ଼ାଇବାର ନୂଆ ଫର୍ମୁଲା? ସରକାରୀ ସୂତ୍ର ଅନୁସାରେ, ବଜେଟ୍ ଅର୍ଥ ଖର୍ଚ୍ଚ ପରିମାଣ ବଢ଼ିଥିବା ଦେଖାଇବା ପାଇଁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ପାଣ୍ଠି ‘ପାର୍କିଂ’ କରାଯାଉଛି। ଡିସେମ୍ବର ସୁଦ୍ଧା ମୋଟ ବଜେଟ୍ ଆକଳନର କେବଳ ୪୯% ଅର୍ଥ ବ୍ୟୟ- ଯେଉଁଠି ନିୟମାନୁସାରେ ୬୦% ଖର୍ଚ୍ଚ ହେବା କଥା; ସେଠାରେ ଏହି ପ୍ରକ୍ରିୟା ଗଭୀର ସନ୍ଦେହ…

Read More