Author: NAZMEEN PARWEEN

ଗୁରୁବାର ସନ୍ଧ୍ୟାରେ ବରଗଡ଼ ସହରର ହାଟପଦା ଅଞ୍ଚଳରେ ଘଟିଛି ଏକ ଭୟଙ୍କର ଗୋଷ୍ଠୀ ସଂଘର୍ଷ, କୌଣସି ଏକ ପୁରୁଣା ଶତ୍ରୁତା କିମ୍ବା ତତ୍କାଳୀନ ବିବାଦକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ଦେଖୁ ଦେଖୁ ଏହି ବିବାଦ ଉଗ୍ର ରୂପ ନେଇଥିଲା ଏବଂ ମାରଣାସ୍ତ୍ର ବୁଲିଥିଲା। ଯେଉଁଥିରେ ଜଣେ ଯୁବକଙ୍କ ପ୍ରାଣ ଯାଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ସହ ଥିବା ଅନ୍ୟ ଦୁଇଜଣ ସାଙ୍ଗ ମଧ୍ୟ ମାରାତ୍ମକ ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟିବା ପରେ ବରଗଡ଼ ସହରରେ ଭୟର ବାତାବରଣ ଦେଖାଇଦେଇଛି। ସହରରେ ନିଶା…

Read More