Author: NAZMEEN PARWEEN

AIIMS New Breast Cancer Detection Tool: ଭାରତରେ ସ୍ତନ କର୍କଟ ରୋଗର ଅଧିକାଂଶ ମାମଲା ଚିହ୍ନଟ ହେବା ବେଳକୁ ଏହା ତୃତୀୟ କିମ୍ବା ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିସାରିଛି। କର୍କଟ ରୋଗର ଲଢ଼େଇରେ ଏହି ସମସ୍ୟାରୁ ମୁକ୍ତି ନ ପାଇବା ପାଇଁ ଏମ୍ସ ଏବେ ଆଶା କର୍ମୀ ଓ ଏଆଇଙ୍କୁ ଏକାଠି କରିବାକୁ ପ୍ରସ୍ତୁତ ହୋଇଛି। ସ୍ତନ କର୍କଟ ସମଗ୍ର ବିଶ୍ୱରେ ମହିଳାଙ୍କଠାରେ ସବୁଠାରୁ ସାଧାରଣ କର୍କଟ, ଯାହାର ଉପଯୁକ୍ତ ସମୟରେ ଚିକିତ୍ସା କରା ନଗଲେ ଏହା ଅତ୍ୟନ୍ତ ଗମ୍ଭୀର ଏବଂ ମାରାତ୍ମକ ମଧ୍ୟ ହୋଇପାରେ । କର୍କଟ ରୋଗ ସହ ଏହି ଲଢେଇରେ ସବୁଠାରୁ ବଡ ସମସ୍ୟା ହେଉଛି ଏହାକୁ ଠିକ୍ ସମୟରେ ଠାବ କରାଯାଏ ନାହିଁ । ଅଧିକାଂଶ ସମୟରେ ମହିଳାମାନେ ଏହା ସହ ଜଡିତ ଲକ୍ଷଣକୁ ଅଣଦେଖା କରିଥାନ୍ତି । କିନ୍ତୁ ଏବେ ଦୁର୍ଗମ ଓ ଗ୍ରାମାଞ୍ଚଳରେ ମଧ୍ୟ ମହିଳାଙ୍କ ଏହି କର୍କଟ କୁ ଠିକ ଚିହ୍ନଟ…

Read More