Author: NAZMEEN PARWEEN

ଦଶ ବର୍ଷ ତଳେ ନିଖୋଜ ହୋଇଥିବା ବିମାନର ଏବେବି ପତ୍ତା ନାହିଁ । କୁଆଡ଼େ ଗଲା, କଣ ତାର ଭାଗ୍ୟରେ ଥିଲା, କେଉଁଠି ଦୁର୍ଘଟଣା ଗ୍ରସ୍ତ ହୋଇଛି କି ? କିଛି ବି ଜଣାପଡୁ ନାହିଁ । ଆମେ କହୁଛୁ ମାଲେସିଆ ଏୟାରଲାଇନ୍ସର ଫ୍ଲାଇଟ୍ MH370 କଥା । ଦୁନିଆରେ ଏଭଳି ଅନେକ ଜିନିଷ ରହିଛି ଯାହା ଆଜି ବି ରହସ୍ୟ ଘେରରେ । ଏ ସବୁ ଜିନିଷର ରହସ୍ୟ ଉନ୍ମୋଚନ କରିବା ନା ବିଜ୍ଞାନ ପକ୍ଷରେ ସମ୍ଭବ ହୋଇପାରିଛି ନା ମନୁଷ୍ୟଙ୍କ କ୍ଷେତ୍ରରେ । ଠିକ୍ ସେହିଭଳି ଏକ ବିମାନ ହେଉଛି ମାଲେସିଆ ଏୟାରଲାଇନ୍ସର ଫ୍ଲାଇଟ୍ MH370 । ଦଶ ବର୍ଷ ପୂର୍ବେ ୨୦୧୪ ମାର୍ଚ୍ଚ ୮ ତାରିଖରେ ମାଲେସିଆ ଏୟାରଲାଇନ୍ସର ଫ୍ଲାଇଟ୍ MH ୩୭୦ କୁଆଲାଲୁମ୍ପୁରରୁ ବେଜିଂ ଅଭିମୁଖେ ଯାତ୍ରା କରୁଥିବା ବେଳେ ହଠାତ୍ ନିଖୋଜ ହୋଇ ଯାଇଥିଲା । ଏହି ଘଟଣା ବିଶ୍ୱ ବିମାନ ଯାତ୍ରା ଇତିହାସର…

Read More