Author: NAZMEEN PARWEEN

ଆଜିକାଲି ଗୋଡ ବା ହାତରେ କଳାସୂତା ବାନ୍ଧିବା ଟ୍ରେଣ୍ଡ ହୋଇଗଲାଣି  । ସମସ୍ତେ ହାତ, ଗୋଡ ଏବଂ ବେକରେ କଳା ସୂତା ବାନ୍ଧିବାର ଆପଣମାନେ ଦେଖଥିବେ । ବର୍ତ୍ତମାନ ଏହା ଏକ ଫ୍ୟାଶନ ହୋଇଥିବା ବେଳେ ମହିଳାମାନେ କଳାସୂତା ବାନ୍ଧିବା ଶୁଭ ନା ଅଶୁଭ ଆସନ୍ତୁ ଜାଣିବା । ସଧବା ମହିଳାଙ୍କ ପାଇଁ କଳା ଜିନିଷ ଅଶୁଭ ପ୍ରତୀତ ହେଉଥିବା ବେଳେ ସେମାନଙ୍କ ପାଇଁ କଳାସୂତା ଶୁଭ ନା ନାହିଁ ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ । ହେଲେ ଆପଣମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ ମହିଳାମାନେ ହାତ, ଗୋଡ ବା ଅଣ୍ଟାରେ କଳାସୂତା ବାନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ । କଳାସୂତା ନଜର ଦୋଷ କାଟୁଥିବାରୁ ଏହାକୁ ସମସ୍ତେ ପରିଧାନ କରିଥାଆନ୍ତି । ଯାହାକୁ ନଜର ଦୋଷ ଲାଗିଥାଏ ସେ କଳାସୂତା ବାନ୍ଧିବା ଦ୍ବାରା ଏହି ଦୋଷ କଟିଥାଏ । ଏହା ପିନ୍ଧିବା ଦ୍ବାରା ନକରାତ୍ମକ ଶକ୍ତି ଶରୀରଠୁ…

Read More