Author: NAZMEEN PARWEEN

ବର୍ତ୍ତମାନ ସମୟରେ ମୋଟାପଣ ବଢ଼ିଚାଲିଛି । ଅଧିକାଂଶ ଲୋକ ମୋଟାପଣକୁ ନେଇ ବହୁତ ଚିନ୍ତାରେ ମଧ୍ୟ ରହୁଛନ୍ତି । ଯଦି ଆପଣ ଅଧିକରୁ ଅଧିକ ମୋଟା ହେବାକୁ ଲାଗନ୍ତି ତେବେ ଆପଣ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବେ ନାହିଁ । ଅଳ୍ପ କିଛି କାମ କରିଲେ ମଧ୍ୟ ବହୁତ୍ ଶୀଘ୍ର ଧକ୍କି ପଡିବେ । ଏହି ସମସ୍ୟାକୁ ନେଇ ଲୋକେ ଚିନ୍ତାରେ ପଡୁଛନ୍ତି । ନିଜର ଓଜନ କମ୍ କରିବା ପାଇଁ ଲୋକେମାନେ ବହୁତ କିଛି କାର୍ଯ୍ୟ କରିଥାନ୍ତି । ଯେମିତିକି କେହି କେହି ଜିମ୍ ଯାଇ ନିଜର ଓଜନ କମକ କରିବା ବଦଳରେ ଆଉ କେହି ମର୍ଣ୍ଣିଂ ୱାକ୍ ଏବଂ ସାଇକେଲ୍ ରେସ୍ କରିଥାନ୍ତି । ହେଲେ ମଧ୍ୟ ଏହା କରିବା ସତ୍ୱେବି ଓଜନ୍ କମ୍ ହୋଇନଥାଏ । ଓଜନ ବଢ଼ିବାରେ ବହୁତ ବାଟ ରହିଛି ହେଲେ ଓଜନ କମ୍ କରିବାକୁ ହେଲେ ଅନେକ କଷ୍ଟ କରିବାକୁ ପଡିଥାଏ…

Read More