Author: NAZMEEN PARWEEN

ଭାରତରେ କୌଣସି ଖୁସି ଖବର କିମ୍ବା ଭଲ କାମ ହେଲେ ତୁରନ୍ତ ପାଟି ମିଠା କରିବାକୁ କୁହାଯାଏ । ପାଟିକୁ ମିଠା କରିବା ପାଇଁ ସବୁଠାରୁ ସାଧାରଣ ମିଠା ହେଉଛି ଲଡୁ । ଭାରତରେ ଲଡୁ ପାଇଁ ଏକ ଭିନ୍ନ କ୍ରେଜ୍ ରହିଛି । ଲଡୁ ବିଭିନ୍ନ ଜିନିଷରୁ ତିଆରି ହୋଇଥାଏ । ମିଠା ମଧ୍ୟରେ ଲଡୁର ଚାହିଦା ବେଶ ଅଧିକ । ବିବାହ ଏବଂ ପର୍ବ ସମୟରେ ମଧ୍ୟ ଅତିଥିମାନଙ୍କୁ ଦେବା ପାଇଁ ଲଡୁ ହେଉଛି ପ୍ରଥମ ପସନ୍ଦ । କିନ୍ତୁ ଆପଣ ଚିନ୍ତା କରିଛନ୍ତି କି ଲଡୁ ଗୋଲାକାର କାହିଁକି? କାହିଁକି ଲଡୁ ବର୍ଗକାର ନୁହେଁ? ଲଡୁର କାହାଣୀ କ’ଣ? ଏହାର ଆକାରରେ କେବେ ପରିବର୍ତ୍ତନ ଆସିଛି କି? ତେବେ ଆସନ୍ତୁ ଜାଣିବା ଏହିସବୁ ବିଷୟରେ.. ସମସ୍ତେ ଦେଖିଥିବେ ଯେ ଘରେ ତିଆରି ଲଡୁ ଗୋଲାକାର ଏବଂ ଆକାରରେ ବଡ । କିନ୍ତୁ ଯଦି ଆମେ ପୂର୍ବ ସମୟ…

Read More