Author: NAZMEEN PARWEEN

ଅଳ୍ପକେ ବର୍ତ୍ତିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ର ଚିଫ୍ ଟେଡ୍ରୋସ ଆଡନମ୍ । ଇସ୍ରାଏଲ ୟମେନ ରାଜଧାନୀ ସନାରେ ଥିବା ଏୟାରପୋର୍ଟରେ ବୋମା ବର୍ଷା କରିଥିଲା । ବୋମା ମାଡ଼ ହେବା ସମୟରେ ସନା ଏୟାରପୋର୍ଟରେ ଥିଲେ । ଏହା ବିଷୟରେ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି । WHO ଚିଫ୍ ୟମେନକୁ ୟୁଏନର କର୍ମଚାରୀଙ୍କୁ ଛାଡିବା ପାଇଁ କଥା ହେବାକୁ ଯାଇଥିଲେ । ଏମାନଙ୍କୁ ହୁତି ପକ୍ଷରୁ ଦୀର୍ଘଦିନରୁ ବନ୍ଦୀ କରି ରଖାଯାଇଥିଲା । ଗତ କିଛି ମାସ ଧରି ହୁତି ଯୁଦ୍ଧବିମାନ ଦ୍ୱାରା ବନ୍ଧକ ଥିବା ଜାତିସଂଘର କର୍ମଚାରୀଙ୍କ ମୁକ୍ତି ପାଇଁ ସେ ୟେମେନରେ ପହଞ୍ଚିଥିଲେ । WHO ଚିଫ୍ ଟେଡ୍ରୋସ ଆଡନମ୍ କହିଛନ୍ତି, ଯେତେବେଳେ ସେ ଏବଂ ତାଙ୍କ ସହକର୍ମୀମାନେ ବିମାନରେ ଯିବାକୁ ଯାଉଥିଲେ ସେତେବେଳେ ବୋମା ବିସ୍ଫୋରଣ ଆରମ୍ଭ ହୋଇଥିଲା । ଏହି ଆକ୍ରମଣରେ ଆମର ବିମାନର ଜଣେ…

Read More