Author: NAZMEEN PARWEEN

ଆଜିକାଲି ଭଲ ରୋଜଗାରର ବାଟ ଯୋଗାଉଛି ୟୁଟୁବ ।  ତେବେ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ବକ୍ତିମାନେ ସମସ୍ତେ ଏଥିରେ ଅଧିକ ସମୟ ଦେଉଥିବା ଦେଖିବାକୁ ମିଳିଛି । ଭଳିକି ଭଳି ଖବର ନେଇ ଆପଣଙ୍କ ଆଖି ଆଗକୁ ଆସି ଯାଉଛି ୟଟ୍ୟୁବ । ଲୋକପ୍ରିୟତାକୁ ଦେଖି ଆଜିର ଯୁବଗୋଷ୍ଠି ଚାହୁଁଛି ୟୁଟ୍ୟୁବରେ ନିଜର ଚ୍ୟାନେଲ କରିବାକୁ । କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ଟଙ୍କା ରୋଜଗାରର ସବୁଠୁ ବଡ ଜରିଆ ବନିଯାଇଛି ୟୁଟ୍ୟୁବ୍ । କୌଣସି ବି ବ୍ୟକ୍ତି କଣ୍ଟେକ୍ଟ ଜରିଆରେ ଘରେ ବସି ଟଙ୍କା କମାଇପାରିବେ । ୟୁଟ୍ୟୁବ ଚ୍ୟାନେଲକୁ ନେଇ ପ୍ରାୟତଃ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ କେତେ ଭ୍ୟୁଜରେ କେତେ ଟଙ୍କା ମିଳିବ ।ଏହାକୁ ନେଇ ଚିନ୍ତା କରିଥାନ୍ତି ଲୋକେ ।ତେବେ ଆମେ ଆପଣଙ୍କୁ ଜଣାଇବୁ କେମିତି ଓ କିପରି ଉପାୟରେ ଆପଣ ରୋଜଗାର କରିପାରିବେ । ୟୁଟ୍ୟୁବରେ ଆପଣ କେତେ ଟଙ୍କା କମାଇପାରିବେ…

Read More