Author: NAZMEEN PARWEEN

୨୦୨୪ ବର୍ଷ ଶେଷ ହେବାକୁ ବସିଲାଣି ଅର୍ଥାତ୍ ଆଉ କିଛି ଦିନ ବାକି ଅଛି । ଏହା ସହିତ ଥଣ୍ଡା ମଧ୍ୟ ବଢ଼ିଚାଲିଛି । ରାଜଧାନୀ ଦିଲ୍ଲୀ ସମେତ ଅନେକ ଅଞ୍ଚଳରେ ଝିପି ଝିପି ବର୍ଷା ଦେଖିବାକୁ ମିଳିଛି । କିନ୍ତୁ ଶୀତ ଦିନେ କାହିଁକି ବର୍ଷା ହୁଏ ତାହା ଆପଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା । ଦେଶରେ ଅନେକ ଅଞ୍ଚଳରେ ଥଣ୍ଡା ସହିତ ଦିନରେ ଖରା ମଧ୍ୟ ଆସିଥାଏ । ଯେଉଁଥି ପାଇଁ ଲୋକମାନେ ଆରାମ୍ ପାଆନ୍ତି । କିନ୍ତୁ ଗତ ଦୁଇ ଦିନ ମଧ୍ୟରେ ପାଗ ବହୁତ ଖରାପ ରହୁଛି । ଏହା ସହିତ ଦେଶରେ ଅନେକ ଅଞ୍ଚଳରେ ଝିପ୍ ଝିପ୍ ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ଏହା ହେବା ସହ ତାପମାତ୍ରା ମଧ୍ୟ ହ୍ରାସ ହୋଇଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ପାଗ ଖରାପ ହୋଇପାରେ ।…

Read More