Author: NAZMEEN PARWEEN

ଆଜିକାଲି ପ୍ରାୟତଃ ଲୋକମାନେ ସକାଳ ବ୍ରେକଫାଷ୍ଟରେ ବ୍ରେଡ ଖାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ବ୍ରେଡରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ? କିଛି ଲୋକ ବ୍ରେକଫାଷ୍ଟ ପାଇଁ ବ୍ରେଡ ଓ ବଟର କିମ୍ବା ଟୋଷ୍ଟ ଖାଇ ଦିନ ଆରମ୍ଭ କରନ୍ତି । ଯଦି ଆପଣ ନିୟମିତ ଭାବେ ବ୍ରେଡ ଖାଆନ୍ତି, ତେବେ ଆପଣ ସମୟ ସମୟରେ ସାବଧାନ ହେବା ଉଚିତ୍, ନଚେତ୍ ଏଥିପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ପ୍ରତିଦିନ ବ୍ରେଡ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟରେ କି ପ୍ରକାରର ସମସ୍ୟାର ହେବ । ହାର୍ଟ ପାଇଁ କ୍ଷତିକାରକ  ବ୍ରେଡରେ ବହୁ ପରିମାଣର ଫ୍ୟାଟ ମିଳିଥାଏ । ଯାହା ଆପଣଙ୍କୁ ହାର୍ଟ ସମ୍ବନ୍ଧୀୟ ରୋଗ ଆଡକୁ ନେଇପାରେ । ଯଦି ଆପଣ ନିଜ ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ବ୍ରେଡଠାରୁ ଦୂରରେ ରହିବା ଉଚିତ…

Read More