Author: NAZMEEN PARWEEN

ଫୁଟବଲ୍‌ ହେଉଛି ଏକ ବିଶ୍ୱ ପ୍ରସିଦ୍ଧ ଖେଳ । ସାରା ପୃଥିବୀରେ ଫୁଟବଲ୍‌ ଖେଳ ଓ ଏହାର ଖେଳାଳୀଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି । ଏହି ଖେଳ କଥା କହିଲେ ପ୍ରଥମେ ଆଖି ଆଗରେ ନାଚି ଉଠେ କଳା ଧଳା ରଙ୍ଗର ଏକ ବଲ୍‌ । ଯାହାକୁ ନେଇ ଦୁଇ ଟିମ୍‌ ମଧ୍ୟରେ ଖେଳ ହୋଇଥାଏ । ଆପଣ କେବେ ଭାବିଛନ୍ତି କି, ଯେ ଫୁଟ୍‌ ବଲ ଅନ୍ୟ କେଉଁ ରଙ୍ଗର ନ ହୋଇ କେବଳ କଳା ଓ ଧଳା ରଙ୍ଗର କାହିଁକି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ… ବର୍ତ୍ତମାନ ସମୟରେ ଅନେକ ପ୍ରକାର ରଙ୍ଗରେ ବଲ୍‌ ଆସିଲାଣି । ହେଲେ ଫୁଟବଲ୍‌ କହିଲେ ସମସ୍ତଙ୍କ ମନରେ କଳା ଧଳା ରଙ୍ଗର ଏକ ବଲ୍‌ ଆସିଥାଏ । ଏହି ରଙ୍ଗର ବଲ୍‌ ଦୀର୍ଘ ବର୍ଷ ହେବ ଖେଳରେ ବ୍ୟବହୃତ ହେଉଛି। ତେବେ ପ୍ରାରମ୍ଭିକ ସମୟରେ ଫୁଟବଲ୍‌ ବାଦାମୀ ରଙ୍ଗର…

Read More