Author: NAZMEEN PARWEEN

ନୂଆ ବର୍ଷ ପାଇଁ ଏବେ ଚାରିଆଡ଼େ ଚାଲିଛି  ଆମୋଦ ପ୍ରମୋଦ । ସମସ୍ତ ପର୍ଯଟନସ୍ଥଳୀ ଠାରୁ ଆରମ୍ଭ କରି ହୋଟେଲ ପାର୍କରେ ବେଶ୍ ଭିଡ଼ ହେଉଛି । ନୂଆ ବର୍ଷ ଆସିବାକୁ କେଇ ଘଣ୍ଟା ବାକି ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଲାଗିଛି ବେଶ୍ ଗହଳି ଚହଳି। ନୂଆ ବର୍ଷ ପାଇଁ ଚଳଚଞ୍ଚଳ ମା ଉଗ୍ରତାରା ଶକ୍ତି ପୀଠ, ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ଭିଡ ଏହି ଆଶୀର୍ବାଦ ଭିକ୍ଷା ପାଇଁ କେଉଁ ଦୂର ଦୂରାନ୍ତରରୁ ଛୁଟିଆସିଛନ୍ତି ଭକ୍ତ । କିଏ ଦୀପ ଜାଳି ମାଙ୍କୁ ନିଜର ଗୁହାରି ଜଣାଉଛି ତ କିଏ ପୂଜା ଡାଲା ମା’ଙ୍କ ପାଇଁ ନେଇ ଆସିଛି । ଆଉ କିଏ ନିଜ ପଣତ କାନିରେ ମାଙ୍କ ସିନ୍ଦୂର କାଚକୁ ଧରି ଆନନ୍ଦରେ ଘରକୁ ଫେରୁଛି । ନୂଆ ବର୍ଷ ପାଇଁ ମା’ ଉଗ୍ରତାରାଙ୍କ ପୀଠରେ ବଣଭୋଜି ସହ ଚିଲିକା ପକ୍ଷୀ…

Read More