Author: NAZMEEN PARWEEN

ବିବାହ ପାଇଁ ପ୍ରତ୍ୟେକ ଧର୍ମର ନିଜସ୍ୱ ନିୟମ ଏବଂ ପରମ୍ପରା ରହିଛି । ହିନ୍ଦୁ ଧର୍ମ ବିଷୟରେ କହିବାକୁ ଗଲେ ହିନ୍ଦୁ ଧର୍ମରେ ବିବାହର ଅନେକ ନିୟମ ଅଛି, ଯାହା ପାଳନ କରିବା ଜରୁରୀ ଅଟେ । ଏହି ନିୟମ, ରୀତିନୀତି ଏବଂ ପରମ୍ପରା ହେତୁ ହିନ୍ଦୁ ଧର୍ମରେ ବିବାହର ଗୁରୁତ୍ୱ ବେଶ ଅଧିକ ହୋଇଥାଏ, ଯେଉଁ କାରଣରୁ ବିବାହ ପରେ ସମ୍ପର୍କ ମଧୁର ଏବଂ ଦୃଢ ରହିଥାଏ । ହିନ୍ଦୁ ବିବାହ ସହିତ ଜଡିତ ଅନେକ ରୀତିନୀତି ମଧ୍ୟରୁ ଗୋଟିଏ ମୁଖ୍ୟ ନିୟମ ହେଉଛି ସମାନ ଗୋତ୍ରରେ ବିବାହ ନ କରିବା । ଯେହେତୁ ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ ରାଶି ନକ୍ଷତ୍ର ମେଳ କରିବାର ପରମ୍ପରା ଅଛି, ସେହିପରି ଗୋତ୍ର ମେଳ ମଧ୍ୟ କରାଯାଇଥାଏ । ଯଦି ପୁଅ ଝିଅଙ୍କର ଗୋତ୍ର ସମାନ ଥାଏ ତେବେ ସେଠାରେ ବିବାହ ହୁଏ ନାହିଁ । ଘରର ବୟସ୍କମାନେ ପ୍ରାୟତଃ କୁହନ୍ତି…

Read More