Author: NAZMEEN PARWEEN

କୁମ୍ଭ ମେଳାରେ ୪୫ କୋଟି ଲୋକଙ୍କ ସମାଗମ । ବ୍ୟାପକ ବ୍ୟବସ୍ଥା ସାଙ୍ଗକୁ ଫେବୃୟାରୀ ୨୬ ପର୍ଯନ୍ତ ଚାଲିବ ମେଳା । ସିନେମା କାହାଣୀ ସଦୃଶ । ୯୦ ଦଶକ ଫିଲ୍ମରେ ଯେଉଁଭଳି ଭାବେ ନାୟକ ନାୟିକା କିମ୍ବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ମେଳାରେ ହଜିଯାଆନ୍ତି । ଆଉ ସିନେମା ସରିଆସିଲାବେଳକୁ ସେ ନିଜ ପରିବାରକୁ ପାଆନ୍ତି ଠିକ ସେମିତି କିଛି ସ୍ଥିତି ଦେଖିବାକୁ ମିଳିଛି ପ୍ରୟାଗରାଜର କୁମ୍ଭମେଳାରେ । ପୌଷ ପୂର୍ଣ୍ଣିମା ଅବସରରେ ଆରମ୍ଭ ହୋଇଛି କୁମ୍ଭମେଳା । ପାଖାପାଖି ୧.୫ କୋଟି ଲୋକ ଆଜି ଅମୃତ ସ୍ନାନ କରିଛନ୍ତି । ଏ ଅବସରରେ ଦେଶର କୋଣ ଅନୁକୋଣରୁ ଭକ୍ତ ପରିବାର ସହ ସଙ୍ଗମକ୍ଷେତ୍ର ପ୍ରୟାଜଗରାଜ ମହାସ୍ନାନ ପାଇଁ ଆସିଛନ୍ତି । ଏହି ବିଶାଳ ମେଳାର ପ୍ରଥମ ଦିନରେ ହିଁ ୨୫୦ ଜଣ ଭକ୍ତ ହଜିଯାଇଛନ୍ତି । ହେଲେ ଫିଲ୍ମ କାହାଣୀ ପରି ହଜିବା ଲୋକ ନିଜ ପରିବାରଠାରୁ ବର୍ଷ…

Read More