Author: NAZMEEN PARWEEN

QR code : ଅସଲି ଏବଂ ନକଲି QR କୋଡ୍ ଚିହ୍ନିବା ଜରୁରୀ । ନଚେତ ଠକେଇର ଶିକାର ହୋଇପାରନ୍ତି । ଆଜିକା ସମୟରେ, QR କୋଡ୍ ଟଙ୍କା ଟ୍ରାନ୍ସଫର କରିବାର ସବୁଠାରୁ ସହଜ ମାଧ୍ୟମ । ପନିପରିବା କିଣିବା ଠାରୁ ଆରମ୍ଭ କରି ଯାତ୍ରା ପର୍ଯ୍ୟନ୍ତ ପ୍ରତ୍ୟେକ ଛୋଟ ଏବଂ ବଡ଼ ଦେୟ ପାଇଁ QR କୋଡ୍ ବ୍ୟବହାର କରାଯାଉଛି । କିନ୍ତୁ ଯାଞ୍ଚ ବିନା QR କୋଡ୍ ସ୍କାନିଂ କରିବା ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ମଧ୍ୟପ୍ରଦେଶରେ ଏକ ଘଟଣା ଘଟିଛି, ଯେଉଁଠାରେ ପେଟ୍ରୋଲ ପମ୍ପ ସମେତ ପ୍ରାୟ ଅଧ ଡଜନ ଦୋକାନର QR କୋଡ୍ ନକଲି QR କୋଡ୍ ସହିତ ବଦଳାଯାଇଥିଲା। ତେବେ ପେମେେ୍ଟ କରିବା ପୂର୍ବରୁ କ୍ୟୁଆର କୋର୍ଡ ଯାଞ୍ଚ କରିବା ଗୁରୁତ୍ବପୂର୍ଣ୍ଣ ଅଟେ । ସାଉଣ୍ଡ ବକ୍ସର ବ୍ୟବହାର ଜରୁରୀ ନକଲି QR କୋଡ୍ ଏଡାଇବା ପାଇଁ, ପେମେଣ୍ଟ ଗ୍ରହୀତା ଏବଂ ପେମେଣ୍ଟକାରୀ…

Read More