Author: NAZMEEN PARWEEN

ବର୍ତ୍ତମାନ DRDO ଦେଶର ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ ତିଆରି କରିଛି । କାନପୁରରେ ଅବସ୍ଥିତ DRDOର ପ୍ରତିରକ୍ଷା ସାମଗ୍ରୀ ଏବଂ ଷ୍ଟୋରସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ଦ୍ୱାରା ଏହି ଜ୍ୟାକେଟ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଭାରତୀୟ ସେନାର ଶକ୍ତି କ୍ରମାଗତ ଭାବେ ବଢି ଚାଲିଛି । DRDO ନୂଆ ନୂଆ ଅସ୍ତ୍ରଶସ୍ତ୍ର ଏବଂ ସୁରକ୍ଷା ଉପକରଣର ବିକାଶ କରୁଛି । ବର୍ତ୍ତମାନ DRDO ଦେଶର ହାଲୁକା ବୁଲେଟପ୍ରୁଫ ଜ୍ୟାକେଟ ତିଆରି କରିଛି । ତେବେ କାନପୁରରେ ଅବସ୍ଥିତ DRDOର ପ୍ରତିରକ୍ଷା ସାମଗ୍ରୀ ଏବଂ ଷ୍ଟୋରସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ଦ୍ୱାରା ଏହି ଜ୍ୟାକେଟ ପ୍ରସ୍ତୁତ କରାଯାଇଛି । ତେବେ ଏହା ସଂପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ୟାକେଟ ପଲିମର ବ୍ୟାକିଂ ଏବଂ ମୋନୋଲିଥିକ୍ ସେରାମିକ୍ ପ୍ଲେଟରୁ ତିଆରି କରାଯାଇଛି । ଏହି ଜ୍ୟାକେଟର ବିଶେଷ କଥା ହେଉଛି ୬ଟି ସ୍ନାଇପର ବୁଲେଟ ମଧ୍ୟ ଏହା ଭିତରକୁ ଯାଇପାରିବ ନାହିଁ…

Read More