Author: NAZMEEN PARWEEN

ମଛଲୀ ଜଲ କି ରାନୀ ହେ, ଜୀବନ ଉସକା ପାନୀ ହେ.. ପ୍ରତ୍ୟେକ ବ୍ୟକ୍ତି ପିଲାଦିନେ ଏହି କବିତା ପଢିଥିବେ ନିଶ୍ଚୟ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏଭଳି ଏକ ମାଛ ଅଛି ଯାହା ଜଳର ରାଣୀ ହେବା ବ୍ୟତୀତ ବାୟୁରେ ମଧ୍ୟ ଉଡିପାରେ । ହଁ ଆଜ୍ଞା, ଆଜି ଆମେ ଆପଣଙ୍କୁ ଏପରି ଗୋଟିଏ ମାଛ ବିଷୟରେ କହିବୁ । ପାଣିରେ ରହିବା ବ୍ୟତୀତ ଏହା ବାୟୁରେ ମଧ୍ୟ ଉଡିଥାଏ । ପୃଥିବୀରେ ହଜାର ହଜାର ପ୍ରଜାତିର ମାଛ ଦେଖିବାକୁ ମିଳେ । ଏଥିମଧ୍ୟରୁ କିଛି ମାଛ ଗଭୀର ସମୁଦ୍ରରେ ରହୁଥିବା ବେଳେ କେତେକ ନଦୀରେ ଦେଖିବାକୁ ମିଳେ । କେବଳ ଏତିକି ନୁହେଁ, ଆଜି ପର୍ଯ୍ୟନ୍ତ ଏପରି ଅନେକ ମାଛ ଅଛନ୍ତି ଯାହା ବିଷୟରେ ବୈଜ୍ଞାନିକମାନେ ଜାଣନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ମାଛ ବିଷୟରେ କହିବୁ ଯାହା ପାଣିରେ ରହିବା…

Read More