Author: NAZMEEN PARWEEN

ସେ କେବଳ ଶରୀରରୁ ଭିନ୍ନକ୍ଷମ, ହେଲେ ମନରୁ ନୁହେଁ । ଯାହାଙ୍କ ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା । କେବେ ବି ନିଜ କୁ ଭିନ୍ନକ୍ଷମ ନ ଭାବି ନିଜର କାର୍ଯ୍ୟ କ୍ଷେତ୍ରରେ ଦୃଢ଼ ପ୍ରତିପାଦନ କରି ପାରିଛନ୍ତି ସେ । ଆଉ କହୁଛନ୍ତି ମୁଁ ବି ସକ୍ଷମ । ମନରେ ସାହସ ଓ ଅସୀମ ଧର୍ଯ୍ୟ ତାଙ୍କୁ ଦେଇଛି ନୂଆ ପରିଚୟ । ଆମେ କହୁଛୁ ନୃତ୍ୟ ଗୁରୁ ନିତ୍ୟାନନ୍ଦ ଦାସଙ୍କ କଥା । ଗୋଟିଏ ଗୋଡରେ ସେ ଅତି ସୁନ୍ଦର ଭାବେ ଓଡିଶୀ ନୃତ୍ୟ କରି ସମସ୍ତଙ୍କର ମନ କିଣିନେଇଛନ୍ତି । ତାଙ୍କର ଗୋଟିଏ ଗୋଡ଼ ନାହିଁ । ହେଲେ ସେ ଆଜି ଭିନ୍ନକ୍ଷମ ହୋଇ ମଧ୍ୟ ନୃତ୍ୟ ଗୁରୁ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ କେବେବି ଭାବି ନାହାଁନ୍ତି ସେ ଜଣେ ଦିବ୍ୟାଙ୍ଗ ବୋଲି…

Read More